spot_img

ସିଏସକେରେ ସାମିଲ ହେଲେ ରବିନ ଉଥପ୍ପା

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ ପାଇଁ ଚେନ୍ନାଇ ଦଳରେ ସାମିଲ ହୋଇଛନ୍ତି ବିସ୍ପୋରକ ବ୍ୟାଟ୍ସମାନ ରବିନ ଉଥାପ୍ପା । ଏହା ପୂର୍ବରୁ ରବିନ ଉଥପ୍ପା ରାଜସ୍ଥାନ ରୟାଲ୍ସରେ ତରଫରୁ ଖେଳୁଥିଲେ । ତେବେ ରବିନ ଉଥପ୍ପାଙ୍କ ପ୍ରଦର୍ଶନ ପୂର୍ବ ଆଇପିଏଲରେ ଅତ୍ୟନ୍ତ ଖରାପ ଥିଲା । ଅନ୍ୟପଟେ ସେ ତିନିଥର ଆଇପିଏଲ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗସରେ କ୍ୟାଶ ଡିଲରେ ଯୋଗ ଦେଇଥିଲେ । ଅଫିସିଆଲି ଟ୍ୱିଟର ଆକାଉଣ୍ଟରେ ଉଥପ୍ପା ସିଏସକେର ଅଂଶ ଅଟନ୍ତି ବୋଲି କହିଛି ସିଏସକେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular