ରାଜ୍ୟରେ ୨୪ ଘଣ୍ଟାରେ ୭୭୧ ପଜିଟିଭ ଚିହ୍ନଟ । ସେଥି ମଧ୍ୟରୁ ୧୧୭ ଜଣ ୧୮ ବର୍ଷରୁ କମ୍ ବୟସ ବର୍ଗର ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪୪୮ , ସ୍ଥାନୀୟ ସଂକ୍ରମଣରୁ ୩୨୩ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୩୨୭ , କଟକରୁ ୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ ୭୬ ,ବାଲେଶ୍ୱର ୪୧ , ଯାଜପୁର ୩୪ , ଜଗତସଂହପୁର ୨୬ । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୧୪ ହଜାର ୩୩୮ ଏବଂ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୭ ହଜାର ୪୨ ରହିଛି । ଏବଂ ପଜିଟିଭ ହାର ରହିଛି ୧.୧୮ ପ୍ରତିଶତ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0