ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଅବଢ଼ା ଉପରେ କଟକଣା ଲାଗିଲା । ସୁଆର ମହାସୁଆର ନିଯୋଗ ପକ୍ଷରୁ ବରାଦି ମହାପ୍ରସାଦ ଉପରେ କଟକଣା । କେବଳ ପୁରୀ ସହର ଓ ସେବାୟତ ପରିବାରଙ୍କ ପାଇଁ ରନ୍ଧା ହେବ ଅବଢ଼ା । ଆନୁମାନିକ ହଜାରେ କି ଦେଢ଼ହଜାର ଲୋକଙ୍କ ପାଇଁ ରନ୍ଧା ହେବ ମହାପ୍ରସାଦ । ଏନେଇ ସୂଚନା ଦେଇଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ।




Visitors Today : 2
Total Visitors : 130168
Total Views : 9891613
Visitors Online Now : 0