ଭୁବନେଶ୍ୱର: ବିଶିଷ୍ଟ ସିନେମାଟୋଗ୍ରାଫର ଗାଗାରିନ୍ ମିଶ୍ରଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଗାଗାରିନ୍ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଫୁଲଚନ୍ଦନ, ନଈ ସେପାରୀ କନକ ଗୋରୀରେ ଆଦି ବହୁ ଓଡିଆ ସୁପରହିଟ ଫିଲ୍ମରେ କାମ କରି ନିଜ ଛାପ ଛାଡି ଦେଇ ଯାଇଛନ୍ତି ଗାଗାରିନ୍ । କେବଳ ଓଡିଆ ନୁହେଁ , ହିନ୍ଦୀ ଫିଲ୍ମ ବେତାବ୍, ରାମ ଅବତାର, ୱାଜୁଦ ଆଦି ଫିଲ୍ମରେ ମଧ୍ୟ ସେ କ୍ୟାମେରାମ୍ୟାନ୍ ଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 1