ଯାଜପୁର : ଯାଜପୁର ଖଇରାବାଦ କଳିନ୍ଦ୍ରାବାଦ ଗାଁରେ ଅଘଟଣ । ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ଗୁରୁତର ହୋଇଛନ୍ତି । ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ପାଇପ ମୋଡି ହୋଇଥିବାରୁ ଏହାକୁ ସଜାଡୁଥିବା ସମୟରେ ହଠାତ ଟାଙ୍କିରୁ ପାଇପ ଅଲଗା ହୋଇଯାଇଥିଲା । ଫଳରେ ଟାଙ୍କି ବହୁତ ଜୋରରେ ଫାଟିବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ କଟକକୁ ସ୍ଥାନାନ୍ତର କରିବାକୁ ବ୍ୟବସ୍ତା କରାଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0