spot_img

ଏଲଏସି ବିବାଦ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଲାଦାଖର ପ୍ୟାଙ୍ଗୋଙ୍ଗ ଇଲାକାରେ ଚୀନର ସେନା ମୁତୟନ ପାଇଁ ଭାରତର ପ୍ରସ୍ତୁତି ମଧ୍ୟ ଜୋରଦାର ହୋଇଛି । ଏଲଏସିରେ ବୋଫର୍ସ ତୋପ ପଠାଯାଉଛି । ଏହା ଭିତରେ ମସ୍କୋରେ ବିଦେଶ ରକ୍ଷା ମନ୍ତ୍ରୀ ଏସ. ଜୟଶଙ୍କର, ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ । ଏହାକୁ ଦେଖି ପ୍ରତିରକ୍ଷା ମନ୍ତ୍ରୀ , ସିଡିଏସ୍ ବିପିନ ରାୱତ ଓ ତିନି ସେନାମୁଖ୍ୟଙ୍କ ବୈଠକ ଡାକିଥିଲେ । ଏହି ବୈଠକରେ ରଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular