ବାଲେଶ୍ୱର: କରୋନା ମୁକାବିଲା ପାଇଁ ବାଲେଶ୍ୱରରେ ଆଉ ଏକ କୋଭିଡ଼୍ ହସ୍ପିଟାଲ ପ୍ରତିଷ୍ଠା ହେବ । ହସ୍ପିଟାଲରେ ରହିବ ଶହେ ବେଡ଼୍, ଆଇସିୟୁ, ଏବଂ ଓଟି । ଜ୍ୟୋତି ହସ୍ପିଟାଲକୁ ୧୦ ନର୍ସ ତୁରନ୍ତ ଯୋଗାଇ ଦିଆଯିବାକୁ ଘୋଷଣା । ୨ ଶହରୁ ଅଢ଼େଇ ଶହ ପାରାମେଡିକ ଷ୍ଟାଫ୍ଙ୍କୁ ନେଇ ଜନସମ୍ପର୍କ ଅଭିଯାନ କରାଯିବ । ବୟସ୍କ, ରୋଗାକ୍ରାନ୍ତଙ୍କ ସୁରକ୍ଷା ପାଇଁ ହେବ ଜନସମ୍ପର୍କ ଅଭିଯାନ । ପୂର୍ବରୁ ବାଲେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରାଯାଇଛି । ବାଲେଶ୍ୱରରେ କରୋନା ସ୍ଥିତି ସମୀକ୍ଷା କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0