ଭୁବନେଶ୍ୱର : ମାଟ୍ରିକ୍ ସପ୍ଲିମେଣ୍ଟାରୀ, ଓପନ୍ ସ୍କୁଲ ପରୀକ୍ଷା ତାରିଖ ଘୋଷଣା ହୋଇଛି । ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ସେପ୍ଟେମ୍ବର ୧୪ରୁ ଆରମ୍ଭ ପରୀକ୍ଷା ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ଯାଏଁ ହେବ । ୩୫ ହଜାର ୫୮୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ | ଓପନ ସ୍କୁଲ ପରୀକ୍ଷାର୍ଥୀଙ୍କ ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର ହୋଇଛି ।
କେନ୍ଦ୍ରଗୁଡ଼ିକ ପ୍ରତିଦିନ ସାନିଟାଇଜ କରାଯିବା ସହ ଭିଡ଼ ନହେବାକୁ ବ୍ୟବସ୍ଥା ହେବ । ପରୀକ୍ଷା ସମୟରେ କୋଭିଡ଼ ନିୟମ କଡ଼ାକଡ଼ି ପାଳନ ହେବ କହିଲେ ଗଣଶିକ୍ଷା ମନ୍ତ୍ରୀ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0