spot_img

କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଉଚ୍ଚା ରହିବା ପରେ ଗତ ତିନି ଦିନ ଧରି ଦର ହ୍ରସ ପାଇବାରେ ଲାଗିଛି । ଆଜି ପେଟ୍ରୋଲ ଲିଟର ପିଛା ଦର ୧୩ ଓ ଡିଜେଲ ୧୨ ପଇସା କମିଛି । ଭୁବନେଶ୍ୱରରେ ଏବେ ପେଟ୍ରୋଲ ଲିଟର ୮୨ ଟଙ୍କା ୪୧ ଓ ଡିଜେଲ ଲିଟର ୭୯ ଟଙ୍କା ୩୫ ପଇସା ହୋଇଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ୮୧ ଟଙ୍କା ୮୬ ଓ ଡିଜେଲ ଦର ଲିଟର ୭୨ ଟଙ୍କା ୯୩ ପଇସା ହୋଇଛି । ତେବେ ଆନ୍ତର୍ଜାତୀୟ ବଜାରରେ କିଛି ଦିନ ଧରି ଆଶାଧିତ ତେଲ ଦର ହ୍ରସ ହୋଇଥିବାରୁ ଦେଶରେ ତେଲ ଦର କମୁଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular