ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦେକ୍ଷପ ନେଉଛନ୍ତି । ତେବେ କରୋନା ଯୁଦ୍ଧରେ ପ୍ରାଣ ହରାଇଛନ୍ତି ଖଣ୍ଡଗିରି ଥାନାରେ କାର୍ଯ୍ୟରତ ପୁଲିସ ଏଏସଆଇ ଶିଶିର କୁମାର ସେଠୀ ।
With deep sadness we inform that ASI Sisira Kumar Sethi who was working in Khandagiri PS has succumbed to Covid 19. He was an outstanding officer and has sacrificed his life in the line of duty. Our prayers are with the bereaved family members which include three minor daughters. pic.twitter.com/huiKvsDhoc
— DCP Bhubaneswar (@dcpbbsr) September 14, 2020
ନିଜର ଦକ୍ଷତାପୂର୍ଣ୍ଣ କାର୍ଯ୍ୟ ପାଇଁ ବେଶ ଜଣାଶୁଣା ଥିଲେ ଶିଶିର କୁମାର ସେଠୀ । ଡ୍ୟୁଟି ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ନେଇ ଭୁବନେଶ୍ୱର ଡ଼ିସିପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ତାଙ୍କ ପରିବାର ସଦସ୍ୟ ଓ ୩ ଝିଅଙ୍କୁ କମିଶନରେଟ ପୁଲିସ ପକ୍ଷରୁ ଆଶ୍ୱାସନା ଦିଆଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0