spot_img

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଉଠିବ ଚୀନ ପ୍ରସଙ୍ଗ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ । କରୋନା ସଂକଟ ସମୟରେ ଆଜିଠାରୁ ପ୍ରଥମେ ରାଜ୍ୟସଭାର କାର୍ଯ୍ୟ ହେବ । ସଦନ କାର୍ଯ୍ୟକାଳ ସକାଳ ୯ଟାରୁ ଆରମ୍ଭ ହୋଇ ଦିନ୩ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ଲୋକସଭାର କାର୍ଯ୍ୟକାଳ ଦିନ ୩ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ଯାଏ ଚାଲିବ । ସଂସଦରେ ଆଜି ଚୀନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଏହି ଘଟଣାକୁ ନେଇ ବିପକ୍ଷ ଦଳ ସରକାରଙ୍କୁ ପ୍ରଶ୍ନ କରିବାକୁ ପ୍ରସ୍ତୁତ ଅଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଆଜି ଲୋକସଭାରେ ବୟାନ ଦେବେ । ବଲିଉଡ଼୍‌କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି । ସରକାର ଆମକୁ ସମର୍ଥନ କରନ୍ତୁ ବୋଲି ରାଜ୍ୟସଭା ସାଂସଦ ଜୟା ବଚ୍ଚନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular