spot_img

କୋଣ ଅନୁକୋଣରେ ପହଁଞ୍ଚିବ ସମ୍ବଲପୁରୀ ମାସ୍କ : ସୁରେଶ ପୂଜାରୀ

ସମ୍ବଲପୁର: ବରଗଡ଼ ସାଂସଦ ସୁରେଶ ପୂଜାରୀ ଲୋକସଭା ସଦନରେ ସମସ୍ତ ସାଂସଦମାନଙ୍କୁ ସମ୍ବଲପୁରୀ ମାସ୍କ ବଣ୍ଟନ କରିଥିଲେ । ଯାହାଫଳରେ ସୋମବାର ଲୋକସଭାରେ ବହୁ ସାଂସଦଙ୍କ ମୁହଁରେ ସମ୍ବଲପୁରୀ ମାସ୍କ ଦେଖିବା ପାଇଁ ମିଳିଥିଲା । ବରଗଡ଼ ବୟନିକା ଶିଳ୍ପର ନିଦେ୍ର୍ଦଶକ ସଂଜୟ ମେହେର ଏହି ମାସ୍କ ଗୁଡ଼ିକ ପ୍ରସ୍ତୁତ କରିଥିଲେ । ଦେଶର କୋଣ ଅନୁକୋଣରେ ପାମ୍ପାରିକ ହସ୍ତତନ୍ତ ସାମଗ୍ରୀକୁ ପହଁଞ୍ଚାଇବା ପାଇଁ ଏହା ଏକ ;ପ୍ରେୟାସ ବୋଲି ଶ୍ରୀ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular