ନୂଆଦିଲ୍ଲୀ () ଆଜି ଆସିବ ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ । ଭିସେରା ରିପୋର୍ଟରୁ ପରିଷ୍କାର ହେବ ଯେ ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା ନା ନାହିଁ। ଏହା ସହ ଭିସେରା ରିପୋର୍ଟ ସୁଶାନ୍ତଙ୍କ ମୃତ୍ୟୁର ସମୟ ମଧ୍ୟ କହିବ। ଭିସେରା ରିପୋର୍ଟ ମିଳିବା ପରେ ଏମ୍ସର ଡାକ୍ତରଙ୍କ ପ୍ୟାନେଲ୍ ସୁଶାନ୍ତଙ୍କ ମୃତ୍ୟୁ ଉପରେ ଅନ୍ତିମ ଥର ବୈଠକରେ ବସିବ। ଏହି ବୈଠକରେ ସୁଶାନ୍ତଙ୍କ ଭିସେରା ଏବଂ ପୋଷ୍ଟମର୍ଟମ ରିପୋର୍ଟ ଉପରେ କଥାବାର୍ତ୍ତା ହେବ। ଏହାପରେ ଖୁବ୍ ଶୀଘ୍ର ଏମ୍ସର ଫରେନସିକ୍ ଟିମ୍ ଅଭିନେତାଙ୍କ ମୃତ୍ୟୁର କାରଣର ଖୁଲାସା କରିବ !



Visitors Today : 5
Total Visitors : 130174
Total Views : 9891621
Visitors Online Now : 0