ପାଟଣା: ସାରା ଦେଶରେ କରୋନାର ଭୟାବହତା ରହୁଥିବା ବେଳେ ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଜୋର ଧରିଛି । ବିଜେପିର ମୁଖପାତ୍ର ସମ୍ବିତ ପାତ୍ର ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ ଆରଜେଡିକୁ ସିଧାଶଳଖ ଆକ୍ଷେପ କରିଛନ୍ତି।
ସୂଚନା ଅନୁସାରେ, ଆରଜେଡିର ନିର୍ବାଚନୀ ଚିହ୍ନ ଲଣ୍ଠନରେ ଆଉ ତେଜ ନଥିବା କହିଛନ୍ତି ସମ୍ବିତ ପାତ୍ର । ସେହିପରି ପ୍ରତାପ କେବଳ ନାମକୁ ମାତ୍ର ବୋଲି କହିବା ନିର୍ବାଚନୀ ସଭାରେ ହାସ୍ୟରୋଳ ସୃଷ୍ଟି କରିଥିଲା। ବିଜେପି ମୁଖପାତ୍ର କେବଳ ଲାଲୁଙ୍କ ସହ କଂଗ୍ରେସକୁ ମଧ୍ୟ ଭାଷଣରେ ଟାର୍ଗେଟ କରିଥିଲେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0