spot_img

ଆସନ୍ତୁ ଜାଣିବା ଆଜି ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୬୯୧ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ
ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ୧୬ ଜଣ, ବରଗଡ ୧୨ ଜଣ, ଭଦ୍ରକ ୧୧ ଜଣ, ବଲାଙ୍ଗୀର ୧୪ ଜଣ, କଟକ ୫୭ ଜଣ, ଢେଙ୍କାନାଳ ୨ ଜଣ, ଗଜପତି ୨୨ ଜଣ, ଗଞ୍ଜାମ ୨୧୫ ଜଣ, ଜଗତସିଂହପୁର ୬ ଜଣ, ଯାଜପୁର ୭ ଜଣ, ଝାରସୁଗୁଡା ୧ ଜଣ, କଳାହାଣ୍ଡି ୬ ଜଣ, କନ୍ଧମାଳ ୧୮ ଜଣ, କେନ୍ଦ୍ରାପଡା ୫ ଜଣ, କେନ୍ଦୁଝର ୮ ଜଣ, ଖୋର୍ଦ୍ଧା ୧୦୩ ଜଣ, କୋରାପୁଟ ୭ ଜଣ, ମାଲକାନଗିରି ୮ ଜଣ, ମୟୁରଭଞ୍ଜ ୧୩ ଜଣ, ନବରଙ୍ଗପୁର ୨ ଜଣ, ନୟାଗଡ ୧୭ ଜଣ, ପୁରୀ ୩୫ ଜଣ, ରାୟଗଡା ୩୫ ଜଣ, ସମ୍ବଲପୁର ୨୧ ଜଣ, ସୁବର୍ଣ୍ଣପୁର ୬ ଜଣ, ବୌଦ୍ଧରୁ ଜଣେ, ସୁନ୍ଦରଗଡରୁ ୩୯ ଜଣଙ୍କ ମୃତ୍ୟୁ ହୋଇଛି ।
୨୮ ଜିଲ୍ଲାରୁ କରୋନା ମୃତକ ବାହାରିଥିବା ବେଳେ ଏଥିରୁ ବାଦ ୨ ପଡ଼ିଛି ଜିଲ୍ଳା । ସେଗୁଡ଼ିକ ହେଉଛି ଦେବଗଡ଼,ନୂଆପଡ଼ା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular