spot_img

କୃଷି ବିଲ୍ ରାଜ୍ୟସଭାରେ ପାରିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା କୃଷି ବିଲ୍ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ବାଚନିକ ଭୋଟରେ ପାରିତ ହୋଇଛି କିଷାନ ବିଧେୟକ ବା ଫାର୍ମ ବିଲ୍ । ସିଲେକ୍ଟ କମିଟିକୁ ପଠାଇବାକୁ ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରି ରାଜ୍ୟସଭାରେ ପାରିତ ହୋଇଛି ବିଲ୍ । ପୂର୍ବରୁ ଲୋକସଭାରେ ପାରିତ ହୋଇଥିଲା ବିଲ୍ । ଏହି ବିଲ ବିରୋଧରେ ପ୍ରଥମେ ପଞ୍ଜାବର ଚାଷୀମାନେ ରାସ୍ତାକୁ ଓହ୍ଲାଇଥିବା ବେଳେ ଏବେ ହରିୟାଣା ଓ ମହାରାଷ୍ଟ୍ରର ଚାଷୀମାନେ ମଧ୍ୟ ଆନ୍ଦୋଳନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular