ରାଉରକେଲା : ଗୁରୁଣ୍ଡିଆ ବାଦଲଗିରି ଜଳ ପ୍ରପାତରେ ବୁଡି ନିଖୋଜ ଥିବା ଦୁଇ ଯୁବକଙ୍କ ମଧ୍ୟରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ପୂର୍ବରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସୂଚନା ମୁତାବକ, ଗତ ରବିବାର ଦିନ ରାଉରକେଲାରୁ ୪ଟି ସ୍କୁଟିରେ ୮ ଜଣ ଯୁବକ ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତକୁ ଯାଇଥିଲେ । ସେଠାରେ ଗାଧୋଇବା ସସମୟରେ ପାଣିରେ ବୁଡି ଦୁଇ ଯୁବକ ନିଖୋଜ ହୋଇଥିଲେ । ନିଖୋଜ ଜଣେ ଯୁବକଙ୍କ ମୃତଦେହ ମିଳିଥିବା ବେଳେ ରାଉରକେଲା କୋଏଲ ନଗରର ଅନ୍ୟ ଜଣେ ଯୁବକ ନିଖୋଜ ଥିଲେ ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0