ନୟାଗଡ଼: ମହାମାରୀ କରୋନା ସଂକ୍ରମଣ ରୋକିବାକୁ ନୟାଗଡ଼ ସହର ୨ ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ। ଆସନ୍ତା ସୋମବାର ଓ ମଙ୍ଗଳବାର ନୟାଗଡ଼ ସହର ବନ୍ଦ ରହିବ। ବନ୍ଦ ରହୁଥିବା ୨ ଦିନ ସାରା ସହରକୁ ବିଶୋଧନ କରାଯିବା ନେଇ ଘୋଷଣା କରାଯାଇଛି।ଦିନକୁ ଦିନ ନୟାଗଡ଼ ଟାଉନ୍ରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁଇ ଦିନ ସଟଡାଉନ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0