ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ କରୋନା ଧିରେ ଧିରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଫଳରେ ସହରର ସ୍ଥିତି ଅଧିକରୁ ଅଧିକ ସାଂଘାତିକ ହେବାରେ ଲାଗିଛି । ଅନ୍ୟପଟେ, କେନ୍ଦ୍ରସରକାରଙ୍କ ନୂତନ ଗାଇଡ଼ ଲାଇନ ଅନୁସାରେ ଶଟଡ଼ାଉନ କରାଯାଇ ପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛନ୍ତି । ତେବେ କରୋନାର ସୁଧାର ଆଣିବା ପାଇଁ ୭ ଦିନିଆ ସହରକୁ ବନ୍ଦ କରିବାକୁ କରୋନା ନିୟନ୍ତ୍ରଣ କମିଟି ନିଷ୍ପତି ନେଇଛି । ଏହି କଟକଣା ସହରରେ ଆଜିଠାରୁ ଆରମ୍ଭ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0