ଭୁବନେଶ୍ୱର: ଅରିଜିନାଲ ସାର୍ଟିଫିକେଟ ବିନା ଯୁକ୍ତ ତିନି ଆଡମିଶନ ନେଇ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । କରୋନା କାରଣରୁ ଅରିଜିନାଲ ସାର୍ଟିଫିକେଟ ମିଳିବାରେ ବିଳମ୍ବ ହେଉଥିବାରୁ ଏପରି ବ୍ୟବସ୍ଥା କରାଯାଇଛି । ସେଲଫ୍ ଆଟେଷ୍ଟେଡ଼୍ ଡାଉନ୍ଲୋଡ଼୍ ମାର୍କସିଟ୍ ଗ୍ରହଣ କରାଯିବାକୁ ଚିଠି ହୋଇଛି । ମାଇଗ୍ରେସନ ସାର୍ଟିଫିକେଟ ପାଇଁ ବି ବାଧ୍ୟ ନକରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଅରିଜିନାଲ ସାର୍ଟିଫିକେଟ ଦେବାକୁ ଅଣ୍ଡରଟେକିଂ ଦେବେ ଛାତ୍ରଛାତ୍ରୀ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0