spot_img

୨୪ ଘଣ୍ଟାରେ ୭୦,୦୦୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ, ୯୬,୦୦୦ ଟପିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୦,୦୦୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନର ଆକ୍ରାନ୍ତଙ୍କ ତୁଳନାରେ ଏହା ଅପେକ୍ଷାକୃତ କମ୍ । ସେପ୍ଟେମ୍ବର ୨୯ ତାରିଖ ସକାଳ ସୁଦ୍ଧା ଦେଶରେ ୬୧, ୪୫,୨୯୧ ଜଣ କରୋନା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୧, ୦୧,୩୮୭ ଜଣ ସୁସ୍ଥ ହୋଇଛନ୍ତି । ୯୬,୩୧୮ ଜଣ ମୃତ୍ୟୁବରଣ କରିଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୪୭,୫୭୬ ରହିଛି । ୨୪ ଘଣ୍ଟା ମଧ୍ୟରେ ମୋଟ ୧୧,୪୨,୮୧୧ ଜଣଙ୍କର କୋଭିଡ୍ ପରୀକ୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular