spot_img

କପିଲ ଦେବଙ୍କୁ ପଛରେ ପକାଇ ଇତିହାସ ରଚିଲେ ବେନ୍ ଷ୍ଟୋକସ୍

ଲଣ୍ଡନ ୧୧|୦୭:   ଇଂଲଣ୍ଡ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡର ନେତୃତ୍ୱ ନେଉଥିବା ବେନ୍ ଷ୍ଟୋକସ୍ ଇତିହାସ ରଚିଛନ୍ତି ସେ ପ୍ରଥମ ଇନିଂସରେ ୪୯ ରନ୍ କରିବା ସହ ଓ୍ୱିକେଟ୍ ନେଇଥିଲେ ଏହାସହ ଟେଷ୍ଟ୍ କ୍ରିକେଟରେ ୧୫୦ ଓ୍ୱିକେଟ୍ ପୂରଣ କରିଥିଲେ ଏପରିକି ସେ ୪୦୦୦ ରନ୍ ମଧ୍ୟ ପୂରଣ କରିଛନ୍ତି ଏହାସହ ସେ ଟେଷ୍ଟ କ୍ରିକେଟରେ ଏପରି କାରନାମା କରିଥିବା ଇଂଲଣ୍ଡର ଦ୍ୱିତୀୟ ବିଶ୍ୱର ଷଷ୍ଠ ଅଲରାଉଣ୍ଡର ଷ୍ଟୋକସ୍ ନିଜର ୬୪ ତମ ଟେଷ୍ଟରେ ଏହି ଉପଲବ୍ଧି ହାସଲ କରିଛନ୍ତି

Ben Stokes charged by police | cricket.com.au

ଷ୍ଟୋକସଙ୍କ ପୂର୍ବରୁ ଓ୍ୱେଷ୍ଟଇଣ୍ଡିଜର ଗ୍ୟାରୀ ସୋବର୍ସ, ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସ୍, ଇଂଲଣ୍ଡର ଇୟାନ ବାଥମ, ଭାରତର କପିଲ ଦେବ ନ୍ୟୁଜିଲାଣ୍ଡର ଡାନିଏଲ୍ ଭିଟୋରୀ ଏହି ଉପଲବ୍ଧି ହାସଲ କରିସାରିଛନ୍ତି

ଟେଷ୍ଟ କ୍ରିକେଟରେ ସବୁଠାରୁ ଦ୍ରୁତ ୪୦୦୦ ରନ୍ ୧୫୦ ଓ୍ୱିକେଟ୍ ନେଇଥିବା ଖେଳାଳି ତାଲିକାରେ ଆଗରେ ରହିଛନ୍ତି ଗ୍ୟାରୀ ସୋବର୍ସ ସୋବର୍ସ ଏହି କାରନାମା ୬୩ଟି ଟେଷ୍ଟରେ ହାସଲ କରିଛନ୍ତି ଷ୍ଟୋକସ୍ ୬୪ଟି ଟେଷ୍ଟରେ ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି ସେ ୬୪ଟି ଟେଷ୍ଟରେ ୧୫୧ ଓ୍ୱିକେଟ୍ ୪୦୯୯ ରନ୍ କରିଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular