ନୂଆଦିଲ୍ଲୀ: ନିର୍ଦେଶକ ଅନୁରାଗ କଶ୍ୟପଙ୍କ ନାମରେ ଅସଦାଚରଣ ଅଭିଯୋଗ କରି ଲାଇମ ଲାଇଟକୁ ଆସିଥିଲେ ପାୟଲ ଘୋଷ । ଏନେଇ ବର୍ସୋବା ପୁଲିସ ଷ୍ଟେସନରେ ଅନୁରାଗଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ । ଇତି ମଧ୍ୟରେ ପାୟଲ ନିଜର ସୁରକ୍ଷା ପାଇଁ ‘ୱାଇ’ ସିକ୍ୟୁରିଟି ଦାବି କରିଛନ୍ତି ।
Had a great meeting with honorable @maha_governor Shri @BSKoshyari Sir 🙏🏼. He had supported me and we have to go all the way. The naysayers will be there but I will not stop, not stop and not stop. Bring it on!! pic.twitter.com/76OANU9x5Y
— Payal Ghosh (@iampayalghosh) September 29, 2020
ସୂଚନା ଅନୁସାରେ, ନିର୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ମାମଲା ରୁଜୁ କରିବା ପରଠୁ ହିଁ ତାଙ୍କୁ ଜୀବନରୁ ମାରିଦେବାର ଧମକ ମିଳୁଛି । ତେଣୁ ଆଜି ପାୟଲ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟି ୱାଇ ସିକ୍ୟୁରିଟି ପାଇଁ ନିବେଦନ କରିଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0