spot_img

ବ୍ୟାଗଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଯାଜପୁର: ଯାଜପୁର ଟାଉନ ଥାନା ଆଙ୍କୁଲା ନୂଆ ନଦୀବନ୍ଧ ନିକଟରୁ ଶିଶୁ ପୁତ୍ରଟି ଉଦ୍ଧାର ହୋଇଛି । ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁ ପୁତ୍ର ଉଦ୍ଧାର।  ସକାଳ ସମୟରେ କିଛି ଲୋକେ ଶୌଚ ହେବାକୁ ଯାଉଥିବା ବେଳେ ନଦୀ ବନ୍ଧ କଡରେ ଏକ ବ୍ୟାଗରେ ଶିଶୁଟି ଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଶିଶୁପୁତ୍ରଟିକୁ ଉଦ୍ଧାର କରିଥିଲେ । ତେବେ ଶିଶୁ ପୁତ୍ର ଟିକୁ କିଏ କାହିଁକି ଏଠାରେ ପକେଇ ଦେଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular