spot_img

ଥମିବାର ନାଁ ନେଉନି ଭାରତ-ଚୀନ ଉତେଜନା

ଲଦାଖ ସୀମାରେ ଭାରତ-ଚୀନ ଭିତରେ ଉତେଜନା ଥମିବାର ନାଁ ନେଉନି । ଏହାମଧ୍ୟରେ ଆଜି ସପ୍ତମ ଥର ପାଇଁ ଦୁଇ ଦେଶର କମାଣ୍ଡର ସ୍ତରୀୟ କଥାବାର୍ତା ଆରମ୍ଭ ହୋଇଛି । ଏଥର ପ୍ରଥମ ଥର ପାଇଁ ଏହି ଆଲୋଚନାରେ କୂଟନୀତିଜ୍ଞ ଏବଂ ରାଜନେତା ମାନେ ସାମିଲ ହୋଇଛନ୍ତି । ଆଲୋଚନାରେ ଭାରତ ପକ୍ଷରୁ ନେତୃତ୍ୱ ନେଇଛନ୍ତି କମାଣ୍ଡର ଲେଫ୍ଟନାଂଟ ଜେନେରାଲ ହରିନ୍ଦର ସିାଂ ଦୁଇ ଦେଶ ମଧ୍ୟରେ ପରିସ୍ଥିତିରେ ସୁଧାର ଆଣିବା ପାଇଁ ସେପ୍ଟେମ୍ବର ୨୧ ତାରିଖରେ ଷଷ୍ଠ ସ୍ତରୀୟ ବୈଠକ ବସିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular