ୱାଶିଂଟନ: ପୁଣି ନିର୍ବାଚନ ପ୍ରଚାରକୁ ଫେରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଏନେଇ ଟ୍ରମ୍ଫ ଫକ୍ସ ନୁ୍ୟଜର ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି । ଅନ୍ୟପଟେ କରୋନା ସଂକ୍ରମିତ ହୋଇ ଟ୍ରମ୍ଫ ୩ଦିନ ହସ୍ଫିଟାଲରେ ଭର୍ତ୍ତୀ ହୋଇଥିଲେ । ମାତ୍ର ଡିସଚାର୍ଜ ହେଉ ହେଉ ନିର୍ବାଚନ ପ୍ରଚାରରେ ସାମିଲ ହେବା କଥା ଦେଶବାସୀଙ୍କୁ ଚକିତ କରିଛି । ତେବେ ତାଙ୍କ ଠାରୁ କରୋନା ସଂକ୍ରମିତ ହେବାର କୌଣସି ଆଶଙ୍କା ନାହିଁ ବୋଲି ଟ୍ରମ୍ଫ କହିଛନ୍ତି । ଗତ ଶନିବାର ଟ୍ରମ୍ଫ ଚିକିତ୍ସିତ ହୋଇ ପୁଣି ହ୍ୱାଇଟ ହାଉସକୁ ଫେରିଥିବାର ସୂଚନା ମଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0