ଦିଲ୍ଲୀ: କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ଆକ୍ଟର ଟର୍ଣ୍ଡ୍ ପଲିଟିସିଆନ ଖୁସ୍୍ବ ସୁନ୍ଦର । ଆଜି ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ସେ ପାର୍ଟିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ସମୟରେ ତାମିଲନାଡୁ ବିଜେପି ସଭାପତି ଏଲ୍ ମୁରଗାନ ଏବଂ ବରିଷ୍ଠ ନେତା ସି.ଟି, ରବି ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ, ତା ଆଗରୁ ସେଠାରେ ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି । ୨୦୧୪ରେ ଏହି ଲୋକପ୍ରିୟ ଅଭିନେତ୍ରୀ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସରୁ ଇସ୍ତଫା ଦେବା ପରେ ଖୁସବୁ ପାର୍ଟିର ଶୀର୍ଷ ନେତୃତ୍ୱକୁ ସମାଲୋଚନା କରିଥିଲେ । କଂଗ୍ରେସ ଦଳରେ ନିଷ୍ଠାର ସହ କାମ କରୁଥିବା ନେତାମାନଙ୍କୁ ଚପାଇ ରଖାଯାଇଥିବା ସେ ଅଭିଯୋଗ କରିଥିଲୋ…



Visitors Today : 5
Total Visitors : 130174
Total Views : 9891621
Visitors Online Now : 0