spot_img

ସୋସିଆଲ ମିଡ଼ିଆରେ ମା ହେବା କଥା ସେୟାର କରି ଟ୍ରୋଲ ହେଲେ ଅନିତା ହଂସନନ୍ଦାନୀ

ମୁମ୍ବାଇ: ବିବାହର ୭ ବର୍ଷପରେ ମା ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଅନିତା ହଂସନନ୍ଦାନୀ । ଏନେ ଆସନ୍ତାକାଲି ସ୍ୱାମୀ ରୋହିତ ରେଡ଼ିଙ୍କ ସହ ଶୋସିଆଲ ମିଡ଼ିଆରେ ଫଟୋ ସେୟାର କରିବା ସହ ଏକ ଭିଡ଼ିଓ ମଧ୍ୟ କରିଥିଲେ । ଭିଡ଼ିଓ ଭାଇରାଲ ହେବା ପରେ ଦମ୍ପତିଙ୍କୁ ବିଭିନ୍ନ ଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।

ss

ଠିକ ଏହି ସମୟରେ ଦମ୍ପତିଙ୍କୁ ଟ୍ରୋଲ କରିଛନ୍ତି ଜଣେ ପ୍ରଶଂସକ ।  ଟ୍ରୋଲ କରି ଲେଖିଛନ୍ତି ଯେତେବେ ଆପଣଙ୍କ ପିଲାକୁ ମାତ୍ର ୧୧ ବର୍ଷ ହୋଇଥିବ ସେତେବେଳେ ଆପଙ୍କୁ ୫୦ ବର୍ଷ ହୋଇଯାଇଥିବ । ନିଜର ବୁଢ଼ା ବାପା ମାଙ୍କ ସହ ଯିବାକୁ ତାକୁ ଲାଜ ଲଗିବ ।

aaaaas

ସେହିପରି ପ୍ରଶଂସକଙ୍କ କମେଣ୍ଟର ଜବାବ ମଧ୍ୟ ଦେଇଛନ୍ତି ରୋହିତ । ସେ କହିଛନ୍ତି ଆପଣଙ୍କର ଗଣିତ ହିସାବ ଠିକ ଅଛି । କିନ୍ତୁ ସେ ୨୦ ବର୍ଷ କଷ୍ଟ କରି ନିଜର କ୍ୟାରିୟର ଗଡ଼ିଛନ୍ତି । ଯେଉଁଥିରେ ସେ ପିଲାର ଭବିଷ୍ୟତ ମଧ୍ୟ ଉଜ୍ୱଳ ହେବ । ଯେଉଁଥି ପାଇଁ ୫୦ ବର୍ଷ ପରେ ବି ପିଲାର ଭବିଷ୍ୟତକୁ ଚିନ୍ତା କରିବାକୁ ପଡ଼ିବନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular