spot_img

ମୁମ୍ବାଇରେ ହଠାତ୍ ଗାଏବ ହୋଇଗଲା ବିଜୁଳି

ମୁମ୍ବାଇର ଅନେକ ଅଂଚଳରେ ଆଜି ହଠାତ୍ ଗାଏବ ହୋଇଗଲା ବିଜୁଳି । ଫଳରେ ମହାନଗରୀର ଜନଜୀବନ ପୂରା ଠପ୍ ହୋଇଯାଇଥିଲା । ମୁମ୍ବାଇ ସେଂଟ୍ରାଲ, ଥାନେ,ଯୋଗେଶ୍ୱରୀ, ପାନଭେଲ୍, ଚେମ୍ବୁର, ଦାଦର ଅଂଚଳରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା ଟ୍ରେସ୍ ସେବା । କରୋନା ଯୋଗୁଁ ଅନଲାଇନରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମୁମ୍ବାଇରେ ବିଦ୍ୟୁତ ଯୋଗାଉଥିବା ଟାଟାର ସପ୍ଲାଏ ହଠାତ ବନ୍ଦ ହୋଇଯିବାରୁ ଏଭଳି ଘଟିଥିବା ଜଣାପଡିଛି ।…

LEAVE A REPLY

Please enter your comment!
Please enter your name here

- Advertisment -

Most Popular