ବିହାର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଫୁଙ୍କିଲେ ବିଗୁଲ୍। ଆଜିଠାରୁ ନୀତିଶ କୁମାରଙ୍କ ପ୍ରଚାର ଅଭିଯାନ, ଦୁଇ ଦିନ ଭିତରେ ୩୫ଟି ବିଧାନସଭା କ୍ଷେତ୍ରରେ ଲୋକଙ୍କୁ କରିବେ ସମ୍ବୋଧନ । ଥିଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। କ୍ଷମତା ବଜାୟ ରଖିବାକୁ ବିଜେପି ଓ ଜେଡିୟୁ ମିଳିତ ଭାବେ ରଣନୀତି ପ୍ରସ୍ତୁତ କରିଛନ୍ତି । ଶୁଣନ୍ତୁ କଣ କହିଥିଲେ ବିଜେପି ଅଧ୍ୟକ୍ଷ ଜେପି. ନଡ୍ଡା ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0