spot_img

କରୋନା ଆକ୍ରାନ୍ତ ସଂଖ୍ୟାରେ ପ୍ରଥମ ସ୍ଥାନରେ ପହଂଚିଯିବ ଭାରତ

ଖୁବ ଶୀଘ୍ର କରୋନା ଆକ୍ରାନ୍ତ ସଂଖ୍ୟାରେ ପ୍ରଥମ ସ୍ଥାନରେ ପହଂଚିଯିବ ଭାରତ । ଏବେ ଆକ୍ରାନ୍ତଙ୍କ ସଂଖ୍ୟାରେ ଏକ ନମ୍ବର ସ୍ଥାନରେ ରହିଛି ଆମେରିକା ସେଠାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ୭୬ ହଜାର । ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଗତ ୨୪ ଘଂଟାରେ ୬୬ ହଜାର ୭୨୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୭୦ ଲକ୍ଷ ୧୨ ହଜାରରେ । ଗତ ୨୪ ଘଂଟା ଭିତରେ ଦେଶରେ କରୋନା ନେଇଛି ଆଉ ୮୧୬ ଜଣଙ୍କ ଜୀବନ । ଏଥିସହ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ପହଂଚି ଯାଇଛି ୧ ଲକ୍ଷ ୯ ହଜାରରେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular