ନୂଆଦିଲ୍ଲୀ: ଅଭିନେତ୍ରୀ ତମ୍ମନା ଭାଟିଆ ନିଜର ସୁନ୍ଦର ତ୍ୱଚା ପାଇଁ ପ୍ରସିଦ୍ଧ । ଅଭିନୟ ଓ ସୁନ୍ଦରତାର ସେ ଏକ ବିରଳ ସମନ୍ୱୟ । ନିଜ ତ୍ୱଚା ଓ କେଶ ନିମନ୍ତେ ସେ ଘରୋଇ ଉପଚାର କରିଥାଆନ୍ତି ବୋଲି କହିଛନ୍ତି । ନିଜ ଇନଷ୍ଟାଗ୍ରାମ୍ ପେଜରେ ଅନ୍ୟ ଅଭିନେତ୍ରୀମାନଙ୍କ ପରି ସେ ତାଙ୍କ ରାଜ୍ ଖୋଲିଛନ୍ତି । କେଶ ଝଡ଼ିବା ଓ ପତଳା ହେବା ସମସ୍ୟାରୁ ରକ୍ଷା ପାଇବା ନିମନ୍ତେ ସେ ପିଆଜ ରସ ଲଗାଇଥାଆନ୍ତି । ତ୍ୱଚ ।ର ଚମକ ବଢ଼ାଇବା ପାଇଁ ସେ ଦହି ଓ ଆଲୋଭେରା ଜେଲ ବ୍ୟବହାର କରିବା ସହ ପ୍ରଚୁର ପରିମାଣରେ ପାଣି ପିଇଥାଆନ୍ତି । ନିୟମିତ ବ୍ୟବଧାନରେ ତ୍ୱଚାର କ୍ଲିନଜିଂ, ଟୋନିଂ ଓ ମଏଶ୍ଚରାଇଜିଂ କରିବାକୁ ତମ୍ମନା କେବେ ଭୁଲନ୍ତିନି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0