ସାନଖେମୁଣ୍ଡି : ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାର ଗଞ୍ଜାମ ଓ ଗଜପତିର ସମଗ୍ର ଅଞ୍ଚଳରେ ଲାଗିରହିଛି ବର୍ଷା । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଉଡିଆ ପଞ୍ଚୟତ ବଉଳଘାଇ ଗ୍ରାମ ସିନ୍ଧୁଆ ସ୍ବାଇଁଙ୍କ ଘରର ଛାତ ଲଗାଣ ବର୍ଷାରେ ଭୁଶୁଡି ପଡିଛି । ବହୁ ପୁରାତନ ଘର ହୋଇଥିବାରୁ ଛାତରୁ ପାଣି ବୋହିବା ବେଳେ ଅନ୍ୟ ଘର କାନ୍ଥ ଭୁଶୁଡି ଘରେ ପଡି ରହିଛି । ବର୍ଷା ଲାଗି ରହିଥିବା ବେଳେ ଘରେ ବର୍ଷା ଜଳ ବି ଭର୍ତ୍ତି ହୋଇରହିଛି । ତେବେ ପ୍ରଶାସନ ପାଖରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0