ବ୍ୟୁରୋ ରିପୋର୍ଟ: ବିଜେପି ଏମଏଲଏ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦ ଯୈøନ ଶୋଷଣ ମାମଲାରେ ଆସିଛି ଟ୍ୱିଷ୍ଟ । ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୀଡିତା ଏବେ କୋର୍ଟରେ ତାଙ୍କର ବୟାନ ବଦଳାଇଛନ୍ତି । ସେପଟେ ପୀଡିତାଙ୍କର ଏଭଳିି ବୟାନ ବଦଳାଇବାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ତାଙ୍କ ଓକିଲ । ବୟାନ ବଦଳାଇବାକୁ ନେଇ ସେ ପୀଡିତାଙ୍କ ବିରୋଧରେ ସିଆରପିସିର ଧାରା ୩୪୦ରେ ମାମଲା ଦାଏର କରିଛନ୍ତି । ଗତବର୍ଷ ଅଗଷ୍ଟ ୨୪ ତାରିଖରେ ସ୍ୱାମୀ ଶୁକଦେବାନନ୍ଦ ଲ କଲେଜର ଏହି ଏଲଏଲଏମ ଛାତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0