ଭୁବନେଶ୍ବର୧୩/୭: ପୁଣି ସୁସ୍ଥ ହେଲେ ୫୦୫ ଜଣ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାରୁ ୨୪୮, ସୁନ୍ଦରଗଡ଼ ଜିଲ୍ଲାରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀରୁ ୧୧, ଗଜପତିରୁ ୧୦, ନବରଙ୍ଗପୁରରୁ ୯, ଯାଜପୁରରୁ ୮, ନୟାଗଡ଼ରୁ ୮ , ଜଗତସିଂହପୁରରୁ ୭ ଜଣ, ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲାରୁ ୬ ଜଣ ଲେଖାଏଁ, ଅନୁଗୋଳରୁ ୫, କନ୍ଧମାଳ, କେନ୍ଦ୍ରପଡା ଏବଂ କୋରାପୁଟରୁ ୪ ଜଣ ଲେଖାଏଁ, ବରଗଡ଼ରୁ ୩ ଜଣ, କେନ୍ଦୁଝରରୁ ୨ ଏବଂ ଝାରସୁଗୁଡା ଓ ରାୟଗଡ଼ ଜିଲ୍ଲାରୁ ୧ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୨୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Another 505 #COVID19 patients have recovered and are being discharged on 13.7.2020.
248 from Ganjam
71 from Sundargarh
52 from Khurdha
45 from Cuttack
11 from Puri
10 from Gajapati
9 from Nabarangpur
8 from Jajpur
8 from Nayagarh
7 from Jagatsinghpur— H & FW Dept Odisha (@HFWOdisha) July 13, 2020



Visitors Today : 2
Total Visitors : 130168
Total Views : 9891614
Visitors Online Now : 1