spot_img

ଆମେରିକାରେ ସର୍ବାଧିକ ୭୯ ଲକ୍ଷ ଆକ୍ରାନ୍ତ

ବ୍ୟୁରୋ ରିପୋର୍ଟ: ଆଜି ସୁଦ୍ଧା ବିଶ୍ୱରେ ୩ କୋଟି ୮୭ ଲକ୍ଷ ୭୦ ହଜାର ୨୫୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିସହ ମୋଟ୍ ମୃତକଙ୍କ ସଂଖ୍ୟା ପହଂଚିଛି ୧୦ ଲକ୍ଷ ୯୭ ହଜାର ୨୯୦ରେ । ବିଶ୍ୱରେ ଆମେରିକାରେ ସବୁଠାରୁ ଅଧିକ ୭୯ ଲକ୍ଷ ୫୦ ହଜାର ଆକ୍ରାନ୍ତ ହୋଇଥିବା ବେଳେ ଏବେ ସୁଦ୍ଧା ୨ ଲକ୍ଷ ୧୭ ହଜାର ପ୍ରାଣ ହରାଇସାରିଲେଣି । ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ଭାରତ ଥିବା ବେଳେ ତୃତୀୟରେ ବ୍ରାଜିଲ, ଚତୁର୍ଥରେ ରୁଷ ଏବଂ ପଂଚମ ସ୍ଥାନରେ ରହିଛି ଆର୍ଜେଂଟିନା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular