ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥା ଦିନକୁ ଦିନ ଲଗାମଛଡା ହେବାରେ ଲାଗିଛି । ବଲିଆ ଅଞ୍ଚଳରେ ଦବଙ୍ଗ ଦେଖାଉଛନ୍ତି ଦମ୍ । ପୁଲିସ୍ ଓ ପ୍ରଶାସନ ନାକେଦମ । ଗୁଳିବର୍ଷାରେ ଜଣେ ମୃତ । ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟ ଆରୋପି ଫେରାର ଥିବା ବେଳେ ପୁଲିସ୍ ୭ ଜଣଙ୍କୁ ଗିରଫ କରିଛି । ସୂଚନାମୁତାବକ ବାଲିଆ ଅଞ୍ଚଳରେ ଦୋକାନ ଆବଣ୍ଟନକୁ ନେଇ ଜୋରଦାର ହଙ୍ଗାମା ହୋଇଛି । ୧୦ ରାଉଣ୍ଡ ଗୁଳିରେ ପୁରା ଅଞ୍ଚଳ ଥରହର ହୋଇଯାଇଛି । ସିଓ ଏବଂ ଏସ୍ଡିଏମଙ୍କ ଉପସ୍ଥିତିରେ ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୁତ୍ତ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0