ମୁମ୍ବାଇ: ସ୍ୱାସ୍ଥ୍ୟ ସମସ୍ୟା କାରଣରୁ କିଛି ଦିନ ପାଇଁ କାମରୁ ବ୍ରେକ୍ ନେଇଥିଲେ ସଞ୍ଜୁ ବାବା । ବର୍ତ୍ତମାନ ସେ ପୁଣି ଫେରିଛନ୍ତି କାମକୁ । ନିଜର ଅଫ୍ କମିଙ୍ଗ ଫିଲ୍ମ ‘କେଜିଏଫ ଚ୍ୟାପଟର ୨’ର ସୁଟିଂ କରିବା ପାଇଁ ସେ ହେଉଛନ୍ତି ତୟାର । ‘କେଜିଏଫ୍ ଚ୍ୟାପଟର ୨’ ହେଉଛି ୨୦୧୮ ମସିହାରେ ନିର୍ମିତ ଫିଲ୍ମ ‘କେଜିଏଫ’ର ପାର୍ଟ ୨ । ଆସନ୍ତା ନଭେମ୍ବରରୁ ଏହାର ସୁଟିଂ ହେବାକୁ ଯାଉଛି । ସେପଟେ ଆଗକୁ ରିଲିଜ ହେବାକୁ ଯାଉଥିବା ‘ସମସେରା’ । ଏହି ଫିଲ୍ମରେ ସଞ୍ଜୟଦ ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବେଳେ ନିକଟରେ ଏହାର ଡବିଂ କାମ ମଧ୍ୟ ଆରମ୍ଭ କରିବେ ମୁନ୍ନାଭାଇ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0