spot_img

ବକ୍ସର ଭୂମିକାରେ ନଜର ଆସିବେ ଟାଇଗର

ମୁମ୍ବାଇ: ଦୀର୍ଘ ସାତ ମାସର ବ୍ରେକପରେ ସୁଟିଂ ସେଟକୁ ଫେରିବେ ବଲିଉଡ଼ର ଆକ୍ସନ ହିରୋ ଟାଇଗର ଶୈଫ । ଆରମ୍ଭ ହେବାକୁ ଜାଉଛି ଟାଇଗରଙ୍କ ଅପକମିଙ୍ଗ ଫିଲ୍ମ ‘ଗଣପତ’ର ସୁଟିଂ । ଫିଲ୍କରେ ଟାଇଗର ମୁମ୍ବାଇର ଏକ ବକ୍ସର ଭୂମିକାରେ ନଜର ଆସବେ। ସିନେମାଟିକୁ ନିଦେ୍ର୍ଦଶନା ଦେଇଛନ୍ତି ବଲିଉଡ଼ର ଚର୍ଚ୍ଚିତ ନିଦେ୍ର୍ଦଶକ ବିକାଶ ବହଲ ।

ସୂଚନାଅନୁଯାୟୀ ଫିଲ୍କଟର ସୁଟିଂ ଡ଼ିସେମ୍ବରରେ ହେବାକୁ ଯାଉଛି । ଫିଲ୍ମରେ ଟାଇଗର ଏକ ବକ୍ସର ଭୂମିକାରେ ଆସିବାକୁ ଥିବାନେଇ ଏବେ ଠୁ ଟ୍ରେନିଂ ନେବା ଆରମ୍ଭ କଲେଣି । ଟାଇଗର ଜଣେ ଭଲ ଷ୍ଟଣ୍ଟମ୍ୟାନ ଓ ଆକ୍ସନ  ହିରୋ ହୋଇଥିବାରୁ ତାଙ୍କୁ ଶିକ୍ଷିବା ପାଇଁ ଅଧିକ ସମୟ ଲାଗିବନି ।

ଏହି ଫିଲ୍କର ସୁଟିଂ ପରେ ଟାଉଗର ନିଜର ଅପକମିଙ୍ଗ ଫିଲ୍କ ହିରୋପନ୍ତି ୨ର ମଧ୍ୟ ସୁଟିଂ କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular