spot_img

କରୋନାରେ ସଂକ୍ରମିତ ହେଲେ ମହିଳା ବକ୍ସର ଲଭଲିନା

ନୂଆଦିଲ୍ଳୀ: କରୋନାରେ ସଂକ୍ରମିତ ହେଲେ ଭାରତୀୟ ମହିଳା ବକ୍ସର ଲଭଲିନା ବୋର୍ଗୋହାନ । ତେବେ ଇଟାଲିରେ ଆୟୋଜିତ କେତେକ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଲଭଲିନାଙ୍କ ସହିତ ଆଉ ୧୫ଜଣ ମହିଳା ବକ୍ସର ଇଟାଲି ଗସ୍ତ ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ଗସ୍ତ ପୂର୍ବରୁ କରାଯାଇଥିବା କୋଭିଡ ପରିକ୍ଷାରେ ଲଭଲିନାଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି । ତେଣୁ ସେ ଇଟାଲି ଗସ୍ତରୁ ବାଦ ପଡିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular