spot_img

କମୁଛି ଦୈନିକ ସଂକ୍ରମଣ

କିଛି ଦିନ ହେବ ଦେଶରେ ଦୈନିକ ସଂକ୍ରମଣ କମିବା ନଜର ଆସୁଛି । ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୨୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୭୪ ଲକ୍ଷ ୩୨ ହଜାର ୬୮୦ ରେ । ଗତ ୨୪ ଘଣ୍ଟାରେ ଦେଶରେ ୮୩୭ ଜଣଙ୍କର କରୋନାରେ ମୃତୁ୍ୟ ଘଟିଛି । ଦେଶରେ ବର୍ତ୍ତମାନ ମୋଟ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୧୨ ହଜାର ୯୯୮କୁ ବୃଦ୍ଧି ପାଇଛି । ଆଶ୍ୱାସନାର ବିଷୟ ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇସାରିଲେଣି ୬୫ ଲକ୍ଷ ୨୪ ହଜାର ୫୯୫ ଜଣ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular