spot_img

ଶାରଦୀୟ ନବରାତ୍ରୀ ଆରମ୍ଭ

ଶାରଦୀୟ ପାର୍ବଣରେ ଆଜିଠାରୁ ଆରମ୍ଭ ହେଲା ନବରାତ୍ରୀ । ବିଭିନ୍ନ ମଣ୍ଡପ ସହ ଘରେ ଘରେ ମା’ ଦୁର୍ଗାଙ୍କୁ ସ୍ୱାଗତ ଜଣାଉଛନ୍ତି ଭକ୍ତ । କରୋନା କଟକଣା ଭିତରେ ପୂଜା କରିବା ପାଇଁ ପ୍ରଶାସନ ଦେଇଛି ଅନୁମତି । ସେପଟେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭକାମନା । କହିଲେ ମାଆଙ୍କ ଆଶୀର୍ବାଦରୁ ମିଳିଥାଏ ଶକ୍ତି । ପ୍ରଥମ ଦିନରେ ଶୈଳପୁତ୍ରୀ ବେଶରେ ପୂଜା ପାଉଛନ୍ତି ମାଆ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular