spot_img

ଆଜିଠୁ ଆରମ୍ଭ ହେଲା ସମଲେଶ୍ୱରୀଙ୍କ ପୀଠରେ ନବରାତ୍ରୀ

ସମ୍ବଲପୁର : ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠରେ ଆଜିଠୁ ଆରମ୍ଭ ହୋଇଛି ନବରାତ୍ରୀ । ଭୋରରୁ ରୀତିନୀତି ଅନୁଯାୟୀ ମାଆଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଆଜି ମାଆଙ୍କୁ ଶୈଳପୂତ୍ରୀ ବେଶରେ ସଜ୍ଜିତ କରାଯିବ। ବେଲପତ୍ର ଓ ସୁନାରେ ମାଆଙ୍କ ଶୃଙ୍ଗାର କରାଯାଇଥାଏ। ଆସନ୍ତା ୯ ଦିନ ପର୍ଯ୍ୟନ୍ତ ମାଆଙ୍କୁ ଭିନ୍ନ ଭିନ୍ନ ବେଶ କରାଯାଇଥାଏ। କୋଭିଡ୍ ପାଇଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ବାରଣ ଥିବାରୁ ବାହାରେ ଦ୍ୱୀପ ଜାଳୁଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular