spot_img

ନବରାତ୍ରି ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀ

ଆମେରିକା: ନବରାତ୍ରି ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀ । ଶନିବାର ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଡେମୋକ୍ରାଟ ପାର୍ଟିର ଜୋ ବିଡେନ ଆମେରିକା ଏବଂ ବିଶ୍ୱରେ ନବରାତ୍ରୀ ଉତ୍ସବ ପାଳନ କରୁଥିବା ସମସ୍ତ ହିନ୍ଦୁଙ୍କୁ ଟ୍ୱିଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଭଲ ପୁଣି ଥରେ ମନ୍ଦକୁ ପରାସ୍ତ କରିବ ବୋଲି କହି ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଭାରତୀୟ ଆମେରିକୀୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular