spot_img

୨୧୪ ଦେଶରେ କରୋନା

ଆମେରିକା: ବିଶ୍ୱରେ କରୋନାଜନିତ ମୃତୁ୍ୟସଂଖ୍ୟା ୧୧ ଲକ୍ଷ ୧୪ ହଜାର ୬୩୩ କୁ ବୃଦ୍ଧି । ସେପଟେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୯୯ ଲକ୍ଷ ୫୬ ହଜାର ୮୯୮ । କରୋନା ସଂକ୍ରମଣରୁ ସୁସ୍ଥ ହେଲେଣି ୨ କୋଟି ୯୮ ଲକ୍ଷ ୮୫ ହଜାର ୨୧୭ ଜଣ । ବିଶ୍ୱର ମୋଟ ୨୧୪ ଦେଶକୁ ବ୍ୟାପିଛି ମହାମାରୀ କରୋନା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular