ଆମେରିକା: ନବରାତ୍ରି ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀ । ଶନିବାର ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଡେମୋକ୍ରାଟ ପାର୍ଟିର ଜୋ ବିଡେନ ଆମେରିକା ଏବଂ ବିଶ୍ୱରେ ନବରାତ୍ରୀ ଉତ୍ସବ ପାଳନ କରୁଥିବା ସମସ୍ତ ହିନ୍ଦୁଙ୍କୁ ଟ୍ୱିଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଭଲ ପୁଣି ଥରେ ମନ୍ଦକୁ ପରାସ୍ତ କରିବ ବୋଲି କହି ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଭାରତୀୟ ଆମେରିକୀୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0