spot_img

ଭୂସ୍ଖଳନ ପାଇଁ ଫସିରହିଛନ୍ତି ୨୨ ଯବାନ

ହନେଇ: ପ୍ରବଳ ବର୍ଷା ଯୋଗୁଁ ଭିଏତନାମାରେ ଏକ ଲୋମଟାଙ୍କୁରା ଭୂସ୍ଖଳନ ହୋଇଛି । ଏହି ଭୂସ୍ଖଳନରେ ସେନା ଶିବିର ଅଧିକ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି । ତେବେ ବର୍ତ୍ତମାନ ୨୨ ଜଣ ସୈନ୍ୟ ଏବେ ବି ଫସି ରହିଥିବାର କଥା ପଦାକୁ ଆସିଛି । ସୂଚନା ଅନୁସାରେ, ୮ ଜଣ ଯବାନ ନିଜ ଜୀବନ ବଞ୍ଚାଇାବାରେ ସମର୍ଥ ହୋଇଥିବା ବେଳେ ୨୨ ଯବାନଙ୍କ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଏବେ ସୁଦ୍ଧା ୩ ମୃତ ଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ। ୧୦୦ ଜଣ ଉଦ୍ଧାରକାରୀ ଉଦ୍ଧାର କାର୍ୟ୍ୟରେ ଲାଗି ରହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular