ନୂଆଦିଲ୍ଲୀ: ସାରା ଦେଶରେ ଏବେ ପଶ୍ଚିମବଙ୍ଗ ସରକାରଙ୍କୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ କେନ୍ଦ୍ରମନ୍ତ୍ରୀ ଏହାକୁ ନେଇ ଏକ ସାକ୍ଷାତକାରରେ ମୁହଁ ଖୋଲିଛନ୍ତି । ତାଙ୍କ କହିବା ଅନୁସାରେ, ବେଙ୍ଗଲରେ ଆଇନ୍ ବ୍ୟବସ୍ଥା ଚରମସୀମାରେ ପହଞ୍ଚିଛି ଏବଂ ସରକାର ଏହାପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। ସେଠାରେ ବିରୋଧୀ ନେତାଙ୍କୁ ଆକ୍ରମଣ କରାଯାଉଛି ଏବଂ ଲୋକତନ୍ତ୍ରର ହତ୍ୟା କରାଯାଇଛି। ଏପରି ସ୍ଥିତି ବିଜେପି ନେତାମାନେ ରାଷ୍ଟ୍ରପତି ଶାସନ ପାଇଁ ଯେଉଁ ଦାବି କରୁଛନ୍ତି, ତାହା ଆଦୌ ଭୁଲ୍ ନୁହେଁ ବୋଲି ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଏମିତି ଅମିତ୍ ଶାହ କହିଛନ୍ତି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0