spot_img

ଧରା ପଡିଲା ମୋବାଇଲ ଚୋର

ଢେଙ୍କାନାଳ: ଧରା ପଡିଲା ମୋବାଇଲ ଚୋର । ଦୀର୍ଘ ଦିନ ହେବ ଢେଙ୍କାନାଳ ଭୁବନ ଅଞ୍ଚଳରେ ପରିବା ମାର୍କେଟରୁ ଚୋରି ହେଉଥିାଲ ମୋବାଇଲ । ଦାମୀ ମୋବାଇଲକୁ ନଜର ରଖି ଚତୁରତାର ସହ ଲୁଟୁଥିଲେ ଲୁଟେରା । ଆଜି ବଜାରରେ ମୋବାଇଲ ଚୋରି କରୁଥିବା ବେଳେ ସାଧାରଣ ଲୋକମାନେ ଚୋରକୁ କାବୁ କରି ବାନ୍ଧି ପକାଇଥିଲେ । ପରେ ଭୁବନ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular