spot_img

ସାମ୍ନାକୁ ଆସିଲା ନେହା ଓ ରୋହନପ୍ରୀତଙ୍କ ବିବାହ କାର୍ଡ

ମୁମ୍ବାଇ: ପ୍ରସିଦ୍ଧ କଣ୍ଠଶିଳ୍ପୀ ନେହା କକ୍କଡ ଓ ଗାୟକ ରୋହନ ପ୍ରୀତ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତେବେ ସାମାଜିକ ଗଣମାଧ୍ୟମରେ ନେହାଙ୍କ ଏକ ଫ୍ୟାନ କ୍ଲବ ପକ୍ଷରୁ ନେହାଙ୍କ ବିବାହ କାର୍ଡ ସେୟାର କରାଯାଇଛି । ଏଥିରୁ ସ୍ଫଷ୍ଟ ଜଣାପଡୁଛି ଯେ ନେହା ଓ ରୋହନପ୍ରୀତ ଆସନ୍ତା ୨୬ ତାରିଖ ଦିନ ପଞ୍ଜାବରେ ବିବାହ କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular